Advertisment

ମଣିଷ ବିକା ସରପଞ୍ଚ !

ନୀରିହ ଶିଶୁ ସହ କିଏ କଣ ଏମିତି କରିପାରେ । ଏ କେମିତିକା ସରପଞ୍ଚ । କଅଁଳ ଶିଶୁର ଜୀବନ ସହ ଖେଳୁଛନ୍ତି । ଅସହାୟତାର ସୁଯୋଗ ନେଉଛନ୍ତି । ନିଜ ଅଞ୍ଚଳର ସମସ୍ୟା ଦୂର କରିବା ବଦଳରେ ଲୋକଙ୍କ ଦୁଃଖ ବଢାଉଛନ୍ତି । ସୁନ୍ଦରଗଡ଼ରୁ ଆସିଛି ଏ ସାଂଘାତିକ ଚିତ୍ର ।

Advertisment

ନୀରିହ ଶିଶୁ ସହ କିଏ କଣ ଏମିତି କରିପାରେ । ଏ କେମିତିକା ସରପଞ୍ଚ । କଅଁଳ ଶିଶୁର ଜୀବନ ସହ ଖେଳୁଛନ୍ତି । ଅସହାୟତାର ସୁଯୋଗ ନେଉଛନ୍ତି । ନିଜ ଅଞ୍ଚଳର ସମସ୍ୟା ଦୂର କରିବା ବଦଳରେ ଲୋକଙ୍କ ଦୁଃଖ ବଢାଉଛନ୍ତି । ସୁନ୍ଦରଗଡ଼ରୁ ଆସିଛି ଏ ସାଂଘାତିକ ଚିତ୍ର । ସରପଞ୍ଚ ମ୍ୟାଡମଙ୍କ ନାଁରେ ଯେଉଁ ସାଂଘାତିକ ଅଭିଯୋଗ ଆସିଛି । ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦେଢ ବର୍ଷ ତଳେ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାରେ ଗୁଜୁରାଟ ଚାଲାଣ କରିଥିଲେ ସରପଞ୍ଚ ମ୍ୟାଡମ୍ ।

Advertisment
Odisha Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe