ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ସ୍ୱାମୀ

ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ସ୍ୱାମୀ! ଆଉ ମୃତଦେହକୁ ଘରେ ପୂରାଇ ରଖିଥିଲେ।

Manoj Swain
  • Published: Friday, 15 March 2024
  • Updated: 15 March 2024, 01:42 PM IST

ନିଶା ଉଜାଡ଼ି ଦିଏ ଘର, ଦ୍ୱାର ଓ ପରିବାର। ଏ କଥା ଆମେ ଶୁଣିଛୁ। ହେଲେ ବାସ୍ତବରେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି। ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍‌ ସ୍ୱାମୀ! ଆଉ ମୃତଦେହକୁ ଘରେ ପୂରାଇ ରଖିଥିଲେ। ଦିନେ କି ଦୁଇ ଦିନ ନୁହେଁ, ୩ ଦିନଧରି ସ୍ତ୍ରୀ ମୃତଦେହ ସହିତ ରହିଥିଲେ ସ୍ୱାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ କମିଶନରେଟ୍‌ ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହିତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos