ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା କଲେ ସ୍ୱାମୀ, ସାବତ ପୁଅ; ଆଙ୍ଗୁଠି ବି କାଟି ପକାଇଲେ

ପ୍ରଥମେ ସେମାନେ ତାଙ୍କୁ ଡାକି ବାଇକ୍‌ରେ ଗାଁ ପାଖ ଚାମରାହ ଗାଁକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲେ।

Attack

Representational Image

Niharika Rout
  • Published: Saturday, 30 September 2023
  • Updated: 30 September 2023, 11:45 AM IST

Sports

Latest News

ରାସ୍ତା ପାର୍ଶ୍ୱରେ ପଡ଼ିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ। ମୁଣ୍ଡ କିଛି ଦୂରତାରେ ଥିଲା। ମହିଳାଙ୍କୁ ଏତେ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଯେ, ତାଙ୍କ ହାତର ୪ ଆଙ୍ଗୁଠିକୁ କାଟି ଦିଆଯାଇଥିବା ବେଳେ ମୁଣ୍ଡରେ ଚୁଟି ବି ନ ଥିଲା। ଏତିକିରେ ରାଗ ଶାନ୍ତ ନ ହେବାରୁ ତାଙ୍କ ଦାନ୍ତଗୁଡ଼ିକୁ ବି ଭାଙ୍ଗି ଦିଆଯାଇଥିଲା। ଏପରି ଏକ ନିର୍ମମ କାଣ୍ଡ ଉତ୍ତରପ୍ରଦେଶର ବଣ୍ଡା ଜିଲ୍ଲାରେ ଘଟିଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତା ମହିଳା ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ମାୟା ଦେବୀ ବୋଲି ଜଣା ପଡ଼ିଥିଲା। ତାଙ୍କ ବୟସ ୩୫ ହେବ ବୋଲି ଜଣାଯାଇଛି। ଅଧିକ ତଦନ୍ତରୁ ସେ ରାମକୁମାର ଅହିୱାରଙ୍କ ଦ୍ୱିତୀୟ ପତ୍ନୀ ବୋଲି ଜଣାପଡ଼ିଥିଲା।

ପରିବାର ଲୋକେ ହିଁ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରଥମେ ସନ୍ଦେହ କରିଥିବା ବେଳେ ୨୪ ଘଣ୍ଟାରେ ଏହି ମାମଲା ଉପରୁ ପରଦା ହଟାଇ ପାରିଛି। ଏହି ଘଟଣାରେ ପୁଲିସ୍‌ ସମୁଦାୟ ୪ ଜଣଙ୍କୁ ବାନ୍ଧିଛି । ସେମାନଙ୍କ ମଧ୍ୟରେ ମହିଳାଙ୍କ ସ୍ୱାମୀ, ତାଙ୍କ ଦୁଇ ସାବତ ପୁଅ ଓ ପୁତୁରା ଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ମାୟା ଦେବୀଙ୍କ ସ୍ୱାମୀ ରାମ କୁମାର, ତାଙ୍କ ଦୁଇ ପୁଅ ସୁରଜ ପ୍ରକାଶ, ବ୍ରିଜେଶ ଓ ପୁତୁରା ଉଦୈଭନ ସାମିଲ ଥିବା ଜଣାପଡ଼ିଛି।

ମାୟା ଦେବୀ ରାମକୁମାରଙ୍କ ଦ୍ୱିତୀୟ ପତ୍ନୀ । ତେବେ ତାଙ୍କର ନିଜର ଜଣେ ପୁଅ ସହ ଅନୈତିକ ସମ୍ପର୍କ ଥିବା ରାମକୁମାର ସନ୍ଦେହ କରୁଥିଲେ। ଏଥିନିମନ୍ତେ ସେ ନିଜର ଅନ୍ୟ ଦୁଇ ପୁଅ ଓ ପୁତୁରାଙ୍କ ସହ ମିଶି ମାୟା ଦେବୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ।

ପ୍ରଥମେ ସେମାନେ ତାଙ୍କୁ ଡାକି ବାଇକ୍‌ରେ ଗାଁ ପାଖ ଚାମରାହ ଗାଁକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲେ। ଏତିକିରେ ରାଗ ଶାନ୍ତ ନ ହେବାରୁ ସେମାନେ ତାଙ୍କ ୪ ଆଙ୍ଗୁଠି କାଟି ଦେବା ସହ ଚୁଟି କାଟି ଦାନ୍ତ ଭାଙ୍ଗି ଦେଇଥିଲେ।

ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି। ୨୪ ଘଣ୍ଟାରେ ଏପରି ଏକ ମାମଲାର ସମାଧାନ ହୋଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏସ୍‌ପି ନିଜ ତରଫରୁ ସମ୍ପୃକ୍ତ ପୁଲିସ୍‌ ଟିମ୍‌କୁ ୨୫ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story