ଗୋଟିଏ ଫ୍ଲାଟର ଦାମ ୫ କୋଟି। ତିଆରି କରୁଛି ଡିଏନ ଗ୍ରୁପ। ମହର୍ଷି କଲେଜ ପାଖରେ ନିର୍ମାଣ ହେଉଛି ଡିଏନ କିଙ୍ଗସଲାଣ୍ଡ। ସରକାର ଦେଇଛନ୍ତି ଦେଢ ଏକର ଜାଗା !