Advertisment

ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଓ ଫ୍ଲାଟ୍ ଆବଣ୍ଟନ ମାମଲା: ୨୩ ଜଣଙ୍କ ନାଁରେ ମାମଲା ରୁଜୁ

କଟକ: ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାରେ ଏଯାଏଁ ୨୩ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଛି ଭିଜିଲାନ୍ସ। ଏଥିମଧ୍ୟରୁ ବିଡିଏରୁ ପ୍ଲଟ୍ ଓ ଫ୍ଲାଟ୍ ନେବା ମାମଲାରେ ୧୬ ଜଣ ଓ ସିଡିଏରୁ ପ୍ଲଟ୍ ନେବା ମାମଲାରେ ୭ ଜଣଙ୍କ ବିରୋଧରେ କେଶ୍ ରୁଜୁ ହୋଇଛି। ୨୩ ଜଣଙ୍କ ମଧ୍ୟରୁ ୫ ଜଣ ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦାଖଲ କରି ପ୍ଲଟ କିମ୍ୱା ଫ୍ଲାଟ୍ ନେଇଥିବା ବେଳେ ଏ […]

ଅଦ୍ୟତନ ହୋଇଛି

akhilesh-5

Advertisment

କଟକ: ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାରେ ଏଯାଏଁ ୨୩ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଛି ଭିଜିଲାନ୍ସ। ଏଥିମଧ୍ୟରୁ ବିଡିଏରୁ ପ୍ଲଟ୍ ଓ ଫ୍ଲାଟ୍ ନେବା ମାମଲାରେ ୧୬ ଜଣ ଓ ସିଡିଏରୁ ପ୍ଲଟ୍ ନେବା ମାମଲାରେ ୭ ଜଣଙ୍କ ବିରୋଧରେ କେଶ୍ ରୁଜୁ ହୋଇଛି। ୨୩ ଜଣଙ୍କ ମଧ୍ୟରୁ ୫ ଜଣ ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦାଖଲ କରି ପ୍ଲଟ କିମ୍ୱା ଫ୍ଲାଟ୍ ନେଇଥିବା ବେଳେ ଏ ସବୁ ମାମଲାରେ ସଂପୃକ୍ତ ଥିବା ବିଡିଏର ୧୨ ଓ ସିଡିଏର ୬ ଜଣଙ୍କ ବିରୋଧରେ କେଶ୍ ଦାୟର କରାଯାଇଛି।

Advertisment

ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଏହି ମାମଲାରେ ସୋ କଜ୍ ନୋଟିସର ଉତ୍ତର ରଖିଥିବା ଲୋକଙ୍କ ପକ୍ଷ ଶୁଣିବା ପାଇଁ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡରେ ଓଏସଡି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe