Advertisment

ଭୋଟର କାର୍ଡ ଅପଟେଡ୍ ପାଇଁ କହୁଛନ୍ତି ସାଇବର ଠକ

ଭୋଟର କାର୍ଡକୁ ଅବଡେଟ୍‌ କରିବେ ତାହେଲେ କିଛି ସମୟ ମଧ୍ୟରେ ଆକାଉଣ୍ଟରୁ ଖାଲି ହୋଇଯିବ ଟଙ୍କା

ଅଦ୍ୟତନ ହୋଇଛି
Police Communication

Police Communication

Advertisment

ଭୋଟ୍ ବେଳେ ଲୋକଙ୍କୁ ଠକିବାକୁ ସାଇବର ଅପରାଧୀଙ୍କ ନୂଆ ତରିକା। ଭୋଟରଙ୍କୁ କଲ୍ କରି ଭୋଟର ଆଇଡି କାର୍ଡ ଅପଟେଡ୍ କରିବାକୁ କହୁଛନ୍ତି। ଯିଏ ସେହି ଜାଲରେ ପଡୁଛି। ତାର ବ୍ୟାଙ୍କ ଆକାଉଣ୍ଟ ପୁରା ଖାଲି ହୋଇ ଯାଉଛି। ତେଣୁ ସେମାନଙ୍କୁ ଏହି ଚାଲ୍ ରେ ନ ଫସିବାକୁ କମିଶନରେଟ ପୁଲିସ ପରାମର୍ଶ ଦେଇଛି।

Advertisment

ବତ୍ତମାନ ନିର୍ବାଚନ ସମୟ। ଏହି ସମୟରେ ଲୋକଙ୍କୁ ଠକିବାକୁ ସାଇବର ଲୁଟେରାଙ୍କ ନୂଆ ତରିକା ଆପଣେଛନ୍ତି। ସାଇବର ଅପରାଧୀ ମାନେ ଫେକ୍‌ କଲ କରିବେ ଆଉ କାହିବେ ଆପଣଙ୍କର ଭୋଟର କାର୍ଡ ଅବଡେଟ୍‌ ହୋଇନାହିଁ ଆଉ ଅବଡେଟ୍‌ ନକଲେ ଭୋଟ୍‌ ଦେଇ ପାରିବ ନାହିଁ। ବାସ୍‌ ଏତିକିରେ ଯତି ଆପଣ ଫସିଗଲେ। ସାଇବର ଅପରାଧଙ୍କ କଥାରେ ଯଦି ଆପଣଙ୍କର ଭୋଟର କାର୍ଡକୁ ଅବଡେଟ୍‌ କରିବେ ତାହେଲେ କିଛି ସମୟ ମଧ୍ୟରେ ଆକାଉଣ୍ଟରୁ ଖାଲି ହୋଇଯିବ ଟଙ୍କା।

ସେଥି ପାଇଁ ଯଦି ଏଭଳି କିଛି ଫେକ୍‌ କଲ ଆସେ ତୁରନ୍ତ ଚକ୍ଷ୍ୟୁ ପୋର୍ଟାଲାରେ ଅଭିଯୋଗ କରନ୍ତୁ ଓ ଯଦି ଏଭଳି କିଛି ଠକାମିର ଶିକାର ହୋଉଛନ୍ତି ତାହେଲେ ୧୯୩୦ ରେ କଲ୍‌ କରି ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଛନ୍ତି।

Advertisment
Commissionerate Police Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe