ମନ୍ତ୍ରୀଙ୍କ ଗେହ୍ଲାପୁଅ ଥିଲେ ସୁଶାନ୍ତ ! | Odisha Reporter
Advertisment
ଚର୍ଚ୍ଚାରେ ବୈପାରୀଗୁଡ଼ା ଥାନା ଆଇଆଇସି। ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ ଘରୁ ମିଳିଛି ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍। ସୋମବାର ଦିନ ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଗତକାଲି ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଛି। ଏଯାବତ୍ ଆଇଆଇସିଙ୍କ ପାଖରୁ ୩୭ ଲକ୍ଷ ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us