Advertisment

ସୁଶାନ୍ତଙ୍କ ପଦୋନ୍ନତି ପଛରେ କିଏ ?

ଖୋଲୁଛି ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ଶପତଥୀଙ୍କ ଗୁମର। ତାଙ୍କ ଠାର ୩୭ ଲକ୍ଷ ଟଙ୍କା ଜବତ ହେବା ପରେ ଏବେ ଓଲିଉଡ୍ ଲିଙ୍କ୍ ବାହାରିଛି।

author-image
Manoj Swain

ଖୋଲୁଛି ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ଶପତଥୀଙ୍କ ଗୁମର। ତାଙ୍କ ଠାର ୩୭ ଲକ୍ଷ ଟଙ୍କା ଜବତ ହେବା ପରେ ଏବେ ଓଲିଉଡ୍ ଲିଙ୍କ୍ ବାହାରିଛି। ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିୟଲରେ ଅଭିନୟ କରିଛନ୍ତି। ଅଭିନୟ ତାଙ୍କର କେବଳ ଏକ ସଉକ ଥିଲା ନା ପରଦା ପଛରେ ଆଉ କିଛି କଥା, ତାହା ବଡ଼ ପ୍ରଶ୍ନ। ଓଲିଉଡରେ ସେ ନିଜର କଳା ଟଙ୍କା ଲଗାଇ ନାହାନ୍ତି ତ। ଆଉ ଏକ ବଡ଼ କଥା ହେଲା, ଆଇଆଇସି ହେବା ପୂର୍ବରୁ ସୁଶାନ୍ତ ଥରେ ସସପେଣ୍ଡ ମଧ୍ୟ ହୋଇଥିଲେ।

Advertisment
BjD Odisha Police