ଛୋଟ ମାଛକୁ ଧରୁଛି, ବଡ଼ ମାଛକୁ ଡରୁଛି ! | Odisha Reporter
ଛୋଟ ମାଛକୁ ଧରୁଛି, ବଡ଼ ମାଛକୁ ଡରୁଛି !
୨୨ ବର୍ଷରେ ତିନି ଆଇପିଏସ ଅଫିସରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । ଜଣକ ବିରୋଧରେ ବି ଭିଜିଲାନସ କରିପାରିନି ଫୌଜଦାରୀ ମାମଲା । ଆଇପିଏସ ଅଧିକାରୀଙ୍କୁ ଧରିବାକୁ ସାହସ କରିପାରୁନି ଭିଜିଲାନସ ।
ଛୋଟ ମାଛକୁ ଧରୁଛି, ବଡ଼ ମାଛକୁ ଡରୁଛି ! | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
