Advertisment

ଛୋଟ ମାଛକୁ ଧରୁଛି, ବଡ଼ ମାଛକୁ ଡରୁଛି !

୨୨ ବର୍ଷରେ ତିନି ଆଇପିଏସ ଅଫିସରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । ଜଣକ ବିରୋଧରେ ବି ଭିଜିଲାନସ କରିପାରିନି ଫୌଜଦାରୀ ମାମଲା । ଆଇପିଏସ ଅଧିକାରୀଙ୍କୁ ଧରିବାକୁ ସାହସ କରିପାରୁନି ଭିଜିଲାନସ ।

Advertisment

ଦୁର୍ନୀତିରେ ସଂଶ୍ଳିଷ୍ଟ ଆଇପିଏସ ବାବୁଙ୍କୁ ଧରିବାକୁ ଡରୁଛନ୍ତି କି ରାଜ୍ୟ ସରକାର ? ୨୨ ବର୍ଷରେ ତିନି ଆଇପିଏସ ଅଫିସରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । ଜଣକ ବିରୋଧରେ ବି ଭିଜିଲାନସ କରିପାରିନି ଫୌଜଦାରୀ ମାମଲା । ଆଇପିଏସ ଅଧିକାରୀଙ୍କୁ ଧରିବାକୁ ସାହସ କରିପାରୁନି ଭିଜିଲାନସ ।

Advertisment
Ips Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe