Advertisment

ପିଲାଙ୍କୁ ଦିଆଯାଉଛି ବାସି ପଖାଳ ଭାତ ସହ ଡାଲମା

ଏଇ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ। ଆବାସିକ ସ୍କୁଲ ବାରଣ୍ଡାରେ ବସିଛନ୍ତି କୁନି କୁନି ପିଲା, ଆଉ ପିଲାଙ୍କୁ ଦିଆଯାଇଛି ବାସି ପଖାଳ ଭାତ ସହ ଡାଲମା।

Advertisment

ଦୁର୍ଗମ ଅଞ୍ଚଳରେ ବିଦ୍ୟାର୍ଥୀଙ୍କ ପ୍ରତି ସାଙ୍ଘାତିକ ଅବହେଳା। ପ୍ରବଳ ଥଣ୍ଡାରେ ଥରୁଛି ପୂରା ରାଜ୍ୟ, ଆଉ ଏଭଳି ଶୀତରେ ପିଲାଙ୍କୁ ମିଳୁଛି ବାସି ପଖାଳ ଭାତ ଓ ଡାଲମା। ଯଦି ଆପଣ ଶୁଣି ଟିକେ ତାଜୁବ ହେଉଥିବେ, ତା ହେଲେ ଏଇ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ। ଆବାସିକ ସ୍କୁଲ ବାରଣ୍ଡାରେ ବସିଛନ୍ତି କୁନି କୁନି ପିଲା, ଆଉ ପିଲାଙ୍କୁ ଦିଆଯାଇଛି ପଖାଳ ଭାତ ସହ ଡାଲମା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Mayurbhanj Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe