200 କୋଟି ପଛରେ ବଡନେତାଙ୍କ ଲିଙ୍କ ! | Odisha Reporter
ସୁନ୍ଦରଗଡରେ ମଦ କମ୍ପାନୀ ଉପରେ ରେଡ ପଛରେ ରହିଛି ପଲିଟିକାଲ ଲିଙ୍କ। ଏଭଳି ସିଧା ଅଭିଯୋଗ ଆଣିଛନ୍ତି ବିରୋଧି ଦଳର ଜଣେ ବିଧାୟିକା। କମ୍ପାନୀରେ ବିଜେଡି ବିଧାୟକ ଯୋଗେଶ ସିଂଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ବିଧାୟିକା କୁସୁମ ଟେଟେ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ସେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
