ବ୍ୟବସାୟୀ ବିଭୂ ପଣ୍ଡାଙ୍କ ଘରେ ଦ୍ୱିତୀୟ ଦିନ ବି ଜାରି ରହିଛି ଆୟକର ଚଢ଼ଉ

କୋଇଲା ପରିବହନ ବ୍ୟବସାୟ ସମେତ ରାଇସ୍ ମିଲ୍ ଓ ଅନ୍ୟାନ୍ୟ ବ୍ୟବସାୟରେ ସମ୍ପୃକ୍ତ ବିଭୂ ପଣ୍ଡାଙ୍କ ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗତକାଲିଠୁ ଆୟକର ଚଢ଼ଉ ଜାରି ରହିଛି । 

IT Raid PhotoOR

ବ୍ୟବସାୟୀ ବିଭୂ ପଣ୍ଡାଙ୍କ ଘରେ ରେଡ୍‌

Jitendra Garnayak
  • Published: Saturday, 06 January 2024
  • Updated: 06 January 2024, 09:52 PM IST

ସୁନ୍ଦରଗଡ଼ ଜିଲ୍ଲାର ବ୍ୟବସାୟୀ ବିଭୂ ପଣ୍ଡାଙ୍କ ଘରେ ଆଜି ଶନିବାର ଦ୍ୱିତୀୟ ଦିନ ପାଇଁ ବି ଆୟକର ଚଢ଼ଉ ଜାରି ରହିଛି । ଆୟକର ଫାଙ୍କିବା ଅଭିଯୋଗରେ ତାଙ୍କର ବାସଭବନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, କୋଇଲା ପରିବହନ ବ୍ୟବସାୟ ସମେତ ରାଇସ୍ ମିଲ୍ ଓ ଅନ୍ୟାନ୍ୟ ବ୍ୟବସାୟରେ ସମ୍ପୃକ୍ତ ବିଭୂ ପଣ୍ଡାଙ୍କ ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗତକାଲିଠୁ ଆୟକର ଚଢ଼ଉ ଜାରି ରହିଛି ।  ସମ୍ବଲପୁର ଡିଭିଜନର ଆୟକର ବିଭାଗର ୮ଜଣ ଅଫିସର ସୁନ୍ଦରଗଡ଼ ସହର ଓ ହେମଗିରିରେ ଥିବା ଶ୍ରୀ ପଣ୍ଡାଙ୍କ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲେ । ଏହି ଚଢ଼ଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି । ତେବେ କେତେ ଟଙ୍କାର ଆୟକର ଫାଙ୍କି ହୋଇଛି ତାହା ଜଣାପଡ଼ିନି ।

Also Read

ସୂଚନାଯୋଗ୍ୟ, ଗତ ମାସରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story