କେଉଁ ବିଜେଡି ନେତାଙ୍କ କ୍ବାର୍ଟର୍ସରୁ ମିଳିଲା 5 କୋଟି?| Odisha Reporter
ଶାସକ ବିଜୁ ଜନତା ଦଳର ଅନେକ ନେତା ଏବେ ଭୋଟ ପୂର୍ବରୁ ନୋଟ ବର୍ଷାରେ ସାମିଲ ହୋଇଥିବା ଦେଖାଯାଉଛି। ସୋମବାର ସନ୍ଧ୍ୟାରେ ବିଜେଡିର ଜଣେ ରାଜ୍ୟସ୍ତରୀୟ ପ୍ରଭାବଶାଳୀ ନେତାଙ୍କ ସରକାରୀ କ୍ବାର୍ଟର୍ସରେ ଆୟକର ବିଭାଗ ରେଡ କଲାବେଳେ କାରରୁ ପ୍ରାୟ 5 କୋଟି ଟଙ୍କା ମିଳିଥିବା ଆୟକର ବିଭାଗ ସୂତ୍ରରୁ ସୂଚନା ମିଳିଛି। ଆୟକର ବିଭାଗ ଏ ନେଇ ସରାକରୀ ଭାବେ କୌଣସି ବିବୃତି ଦେଇନଥିଲେ ସୁଦ୍ଧା ଗାଡ଼ିରେ ଥିବା ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ସୂଚନା ମିଳିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
