ଭୁବନେଶ୍ବର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଘଟଣା । ଯେଉଁଠି ସେନା ଅଧିକାରୀ ସୁରକ୍ଷିତ ନୁହଁନ୍ତି ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ଥିବ । ଦେଖନ୍ତୁ ପୂରା ରିପୋର୍ଟ।