ମହଙ୍ଗା ପଡିଲା ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା

ଅଭିଯୋଗ ଅନୁସାରେ ଭରତପୁର ଥାନା ପୁଲିସ୍‌ ରାତି ତମାମ ସେନା ଅଧିକାରୀଙ୍କୁ ଲକ୍‌ଅପରେ ରଖିଲେ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଲେ।

Manoj Swain
  • Published: Wednesday, 18 September 2024
  • Updated: 18 September 2024, 12:46 PM IST

Sports

Latest News

ଭୁଲ ଜାଗାରେ ହାତ ମାରିଦେଲା କମିଶନରେଟ ପୁଲିସ। ରାତି ତମାମ ସେନା ଅଧିକାରୀଙ୍କୁ ଲକ୍ ଅପ୍ ରେ ରଖିଲେ, ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବାକୁ ଥାନା ଭିତରେ ଧମକ ଦେଲେ। ଅର୍ଦ୍ଧନଗ୍ନ କରି ଥାନାରେ ମାଡ଼ ମାରିଥିବା ଅଭିଯୋଗ। ଭରତପୁର ଥାନା ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଧମକ ଅଭିଯୋଗ କରିଛନ୍ତି ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos