Advertisment

ମହଙ୍ଗା ପଡିଲା ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା

ଅଭିଯୋଗ ଅନୁସାରେ ଭରତପୁର ଥାନା ପୁଲିସ୍‌ ରାତି ତମାମ ସେନା ଅଧିକାରୀଙ୍କୁ ଲକ୍‌ଅପରେ ରଖିଲେ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଲେ।

Advertisment

ଭୁଲ ଜାଗାରେ ହାତ ମାରିଦେଲା କମିଶନରେଟ ପୁଲିସ। ରାତି ତମାମ ସେନା ଅଧିକାରୀଙ୍କୁ ଲକ୍ ଅପ୍ ରେ ରଖିଲେ, ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବାକୁ ଥାନା ଭିତରେ ଧମକ ଦେଲେ। ଅର୍ଦ୍ଧନଗ୍ନ କରି ଥାନାରେ ମାଡ଼ ମାରିଥିବା ଅଭିଯୋଗ। ଭରତପୁର ଥାନା ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଧମକ ଅଭିଯୋଗ କରିଛନ୍ତି ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe