Advertisment

ହାତୀକୁ କିଏ ମାରୁଛି ତୀର ?

ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ।

author-image
Manoj Swain
ଅଦ୍ୟତନ ହୋଇଛି

ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ। କାହାର ପ୍ରାଣ ଯାଉଛି ତ ଆଉ କିଏ ମରଣ ସହ ଯୁଝୁଛି। ଏସବୁ ଭିତରେ ପଶୁପ୍ରେମୀଙ୍କୁ ବିଚଳିତ କଲା ଭଳି ଆଉ ଏକ ତାଜା ଖବର ସାମ୍ନାକୁ ଆସିଛି। ମରଣ ସହ ଯୁଝୁଥିବା ଏକ ଦନ୍ତାକୁ ଉଦ୍ଧାର କରିଛି ବନବିଭାଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Elephant In Jungle