ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ, ଯେଉଁଭଳି ଭାବରେ ତଦନ୍ତ ଚାଲିଛି, ସେଥିରେ ଅଧିକାଂଶ ରାଜନେତା ସନ୍ତୁଷ୍ଟ ନାହାନ୍ତି। ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ବାସ୍ତବରେ କ୍ରାଇମବ୍ରାଞ୍ଚ ଠିକ ଭାବରେ ତଦନ୍ତ କରୁଛି ତ? ଦେଖନ୍ତୁ ଏଥରର କିଞ୍ଚିତ କଥାରେ 'ତଦନ୍ତ ନହେଉ ଫଦନ୍ତ'।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
