Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଲା ତାଲା

ଛୁଆଙ୍କ ଖାଦ୍ୟ ଖାଇ ହଜମ କରିଦେଉଥିଲେ କି ଦିଦି ? ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ସାମଗ୍ରୀ ରହିବା ବଦଳରେ ରହୁଥିଲା ଦିଦିଙ୍କ ଘରେ ।

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି ଦିଦିଙ୍କ ମନମାନି । ମନ ହେଲେ ଆସୁଛନ୍ତି, ମନ ନହେଲେ ଆସୁ ନାହାନ୍ତି । ପୋକ ସାଲୁବାଲୁ ଚାଉଳରେ ପିଲାଙ୍କୁ ଦିଆଯାଉଛି ଖାଦ୍ୟ । ତାତିଲେ ଲୋକେ, ଅଙ୍ଗନବାଡ଼ି କେନ୍ଦ୍ରରେ ମାରିଦେଲେ ତାଲା । ଭିତିରିଆ ଛୁଆଙ୍କ ଖାଦ୍ୟ ଖାଇ ହଜମ କରିଦେଉଥିଲେ କି ଦିଦି ? ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ସାମଗ୍ରୀ ରହିବା ବଦଳରେ ରହୁଥିଲା ଦିଦିଙ୍କ ଘରେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhadrak Anganwadi Center
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe