Advertisment

ଜଗତସିଂହପୁର ଜିଲ୍ଲା ଉପକାରାଗାର: ଦୁଇ କଏଦିଙ୍କ ମଧ୍ୟରେ ମାରପିଟ, ଜଣେ ଗୁରୁତର

ଜଗତସିଂହପୁର: ଜିଲ୍ଲା ଉପକାରାଗାରରେ ଆଜି ସକାଳେ ଦୁଇ ଜଣ କଏଦିଙ୍କ ମଧ୍ୟରେ ମାରପିଟ ଘଟି ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ କଏଦି ଜଣଙ୍କ ହେଲେ ପ୍ରସନ୍ନ ପାଳ । ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସକାଳେ ଦୁଇ ଜଣ କଏଦିଙ୍କ ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ପାଟିତୁଣ୍ଡ ହେବା ପରେ ସନ୍ତୋଷ ସ୍ୱାଇଁ ନାମକ ଜଣେ କଏଦି ଏକ କାଠ ଫାଳିଆରେ ପ୍ରସନ୍ନଙ୍କୁ ଆକ୍ରମଣ କରିଥିଲା । ଜେଲ ପରିସରରେ […]

ଜଗତସିଂହପୁର ଜିଲ୍ଲା ଉପକାରାଗାର: ଦୁଇ କଏଦିଙ୍କ ମଧ୍ୟରେ ମାରପିଟ, ଜଣେ ଗୁରୁତର

jagatshingpur

Advertisment

jagatshingpurଜଗତସିଂହପୁର: ଜିଲ୍ଲା ଉପକାରାଗାରରେ ଆଜି ସକାଳେ ଦୁଇ ଜଣ କଏଦିଙ୍କ ମଧ୍ୟରେ ମାରପିଟ ଘଟି ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ କଏଦି ଜଣଙ୍କ ହେଲେ ପ୍ରସନ୍ନ ପାଳ । ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସକାଳେ ଦୁଇ ଜଣ କଏଦିଙ୍କ ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ପାଟିତୁଣ୍ଡ ହେବା ପରେ ସନ୍ତୋଷ ସ୍ୱାଇଁ ନାମକ ଜଣେ କଏଦି ଏକ କାଠ ଫାଳିଆରେ ପ୍ରସନ୍ନଙ୍କୁ ଆକ୍ରମଣ କରିଥିଲା । ଜେଲ ପରିସରରେ କଏଦିଙ୍କ ରହିବା ପାଇଁ ସ୍ଥାନାଭାବ ଯୋଗୁଁ ବାରମ୍ୱାର ଏପରି ଗଣ୍ଡଗୋଳ ହେଉଥିବା ଆହତ କଏଦି ପ୍ରସନ୍ନ ପ୍ରକାଶ କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe