Advertisment

ଯାଜପୁର: ବ୍ୟାସନଗରରେ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ୮ଜଣ ଲୁଟେରାଙ୍କୁ ଧରି ପୋଲିସ ଜିମାରେ ଦେଲେ ସ୍ଥାନୀୟ ଲୋକ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ୫ ମହିଳାଙ୍କ ସମେତ ୩ ପୁରୁଷ ଲୁଟେରା ଧରାପଡ଼ିଛନ୍ତି। ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଜିମା ଦେଇଥିଲେ। ସେମାନେ ପ୍ରଥମେ ଏକ ଅଳଙ୍କାର ଦୋକାନରେ ପଶିବା ପରେ ସେଠାରୁ ଲୁଟ୍ ଉଦ୍ୟମରେ ବିଫଳ ହେବାରୁ ଅନ୍ୟ ଏକ ଦୋକାନରେ ପଶି ଗହଣା ଚୋରି କରିଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରଥମ ଗହଣା ଦୋକାନର ସିସିଟିଭି ଫୁଟେଜକୁ ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତ ମାନଙ୍କୁ ଧରିଥିଲେ। […]

ଅଦ୍ୟତନ ହୋଇଛି
ଯାଜପୁର: ବ୍ୟାସନଗରରେ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ୮ଜଣ ଲୁଟେରାଙ୍କୁ ଧରି ପୋଲିସ ଜିମାରେ ଦେଲେ ସ୍ଥାନୀୟ ଲୋକ

jajpur

Advertisment

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ୫ ମହିଳାଙ୍କ ସମେତ ୩ ପୁରୁଷ ଲୁଟେରା ଧରାପଡ଼ିଛନ୍ତି। ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଜିମା ଦେଇଥିଲେ। ସେମାନେ ପ୍ରଥମେ ଏକ ଅଳଙ୍କାର ଦୋକାନରେ ପଶିବା ପରେ ସେଠାରୁ ଲୁଟ୍ ଉଦ୍ୟମରେ ବିଫଳ ହେବାରୁ ଅନ୍ୟ ଏକ ଦୋକାନରେ ପଶି ଗହଣା ଚୋରି କରିଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରଥମ ଗହଣା ଦୋକାନର ସିସିଟିଭି ଫୁଟେଜକୁ ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତ ମାନଙ୍କୁ ଧରିଥିଲେ। ଯାଜପୁର ରୋଡ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ଗହଣା, ନଗଦ ଟଙ୍କା ଓ ମୋବାଇଲ ଫୋନ୍ ସହ ଏକ ସ୍କୋର୍ପିଓ ଗାଡ଼ି ଜବତ କରିଛି। ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଖସିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe