ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଫେରାର୍‌, ଦୁଇ ଦିନ ହେଲା ଖୋଜୁଛି ବନ ବିଭାଗ

ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁ ଟ୍ୟୁବର ହେଉଛନ୍ତି ମୋନାଲିସା ଭଦ୍ର। ସେ ତାଙ୍କ ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଛନ୍ତି। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ପୋଷ୍ଟ କରୁଛନ୍ତି।

Monalisa PhotoOR

ୟୁଟ୍ୟବର ମୋନାଲିଶା(ଫାଇଲ ଫଟୋ)

Manoranjan Sial
  • Published: Monday, 25 March 2024
  • Updated: 25 March 2024, 05:19 PM IST

କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ମାଲାମାଲ ହେଉଥିଲେ। ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋଶାଲ୍‌ ମିଡ଼ିଆରେ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ନିୟମିତ ଭାବେ ପୋଷ୍ଟ କରୁଥିଲେ। ଏବେ ସେମାନଙ୍କୁ ଗିରଫ କରିବା ପାଇଁ ଖୋଜୁ ଯାଜପୁର ବନ ବିଭାଗ।

ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁ ଟ୍ୟୁବର ହେଉଛନ୍ତି ମୋନାଲିସା ଭଦ୍ର। ସେ ତାଙ୍କ ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଛନ୍ତି। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ପୋଷ୍ଟ କରୁଛନ୍ତି। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ପିସିସିଏଫ୍‌ ଓ କଟକ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସକାଳେ ଯାଜପୁର ରୋଡ୍‌ ବନଖଣ୍ଡ ରେଞ୍ଜ ଅଫିସ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଛି। ମାଙ୍କଡ଼କୁ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଛି।

Also Read

ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ରବିବାର ରାତି ୨ଟା ଓ ଆଜି ଭୋରୁ ଭୋରୁ ମଧ୍ୟ ତାଙ୍କ ଘରେ ଚଢ଼ଉ କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିରେ ସେମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କହିଛି।

ଯାଜପୁର ରୋଡ୍‌ ବନଖଣ୍ଡର ରେଞ୍ଜ ଅଫିସର ଜ୍ୟୋତି ରଂଜନ ମହାପାତ୍ର କହିଛନ୍ତି, ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋଶାଲ୍‌ ମିଡ଼ିଆରେ ପୋଷ୍ଟ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଆନ୍‌ ଅନୁସାରେ ଦଣ୍ଡନୀୟ। ୱାଇଲ୍‌ଡ ଲାଇଫ୍‌ ପ୍ରୋଟେକ୍‌ସନ୍‌ ଆକ୍ଟ ୧୯୭୨ ଆନୁସାରେ ୭ ବର୍ଷର ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି। ବାରମ୍ୱାର ତାଗିଦ ସତ୍ତ୍ୱେ ସମ୍ପୃକ୍ତ ଭଦ୍ର ଦମ୍ପତି ଫଟୋ ପୋଷ୍ଟ କରୁଛନ୍ତି ଓ ଘରେ ମାଙ୍କଡ଼ ରଖୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ଘରେ ମାଡ଼ଙ୍କ ରଖିବେନି ଓ ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋଶାଲ ମିଡ଼ିଆରେ ପୋଷ୍ଟ କରିବେ ନାହିଁ ବୋଲି ୨୦୨୨ ମସିହାରେ ସେମାନେ ଅଣ୍ଡର ଟେକିଂ ଲେଖିଥିଲେ। ଏହା ପରେ ମଧ୍ୟ ସେମନେ ଫଟୋ ପୋଷ୍ଟ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ବାରମ୍ୱାର ଚେତାବନୀ ଦିଆଯାଇଥିଲା। ହେଲେ ସେମାନେ ଶୁଣୁ ନାହାନ୍ତି। ଗତ ୧୮ ତାରିଖରେ ସେମାନଙ୍କୁ ପୁଣି ଥରେ ଅଫିସ୍‌କୁ ଅଣାଯାଇଥିଲା। ପୋଷ୍ଟ କରିଥିବା ଫଟୋ ଡିଲିଟ୍‌ ମାରିବା ଓ ଘରେ କୌଣସି ବନ୍ୟ ଜୀବ ଜନ୍ତୁ ରଖିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖି ଯାଇଥିଲେ। ଏହା ପରେ ସେ ସାପ ଧରି ନଚାଉଥିବା ଦେଖିବାକୁ ପାଇଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story