Advertisment

ଭୁବନେଶ୍ୱର: ଜମି ଅଧିଗ୍ରହଣ କ୍ଷତିପୂରଣ ଟଙ୍କା ହେରଫେର ମାମଲାରେ ପୂର୍ବତନ ଓଏଏସ୍ ଅଫିସର ଗିରଫ

ଭୁବନେଶ୍ୱର: ଏକ କୋଟି ଟଙ୍କା ଅର୍ଥ ଆତ୍ମସାତ୍ ମାମଲାରେ ଆଜି ଜଣେ ଅବସରପ୍ରାପ୍ତ ଓଏଏସ୍ ଅଫିସରଙ୍କୁ ଭିଜଲାନସ ଗିରଫ କରିଛି। ତାଙ୍କ ନାଁ ହେଲା ରାମଚନ୍ଦ୍ର ମହାନ୍ତି। ରାମଚନ୍ଦ୍ର ବହୁଦିନ ହେଲା ଫେରାର ଥିଲେ। ଆଜି ତାଙ୍କୁ ଖଣ୍ଡଗିରିରୁ ଭିଜିଲାନ୍ସ ଗିରଫ କରିଛି। ନନ୍ଦନକାନନରେ ପକ୍ଷୀ ଅଭୟାରଣ୍ୟ ପାଇଁ ଜମି ଅଧିଗ୍ରହଣ ବେଳେ କ୍ଷତିପୂରଣ ବାବଦକୁ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ପକ୍ଷୀ ଅଭୟାରଣ୍ୟ ପାଇଁ ପ୍ରାୟ ଏଠାରେ ୫୦ ଏକର ଜମି ଅଧିଗ୍ରହଣ ହୋଇଥିଲା। […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର: ଜମି ଅଧିଗ୍ରହଣ କ୍ଷତିପୂରଣ ଟଙ୍କା ହେରଫେର ମାମଲାରେ ପୂର୍ବତନ ଓଏଏସ୍ ଅଫିସର ଗିରଫ

giraf

Advertisment

ଭୁବନେଶ୍ୱର: ଏକ କୋଟି ଟଙ୍କା ଅର୍ଥ ଆତ୍ମସାତ୍ ମାମଲାରେ ଆଜି ଜଣେ ଅବସରପ୍ରାପ୍ତ ଓଏଏସ୍ ଅଫିସରଙ୍କୁ ଭିଜଲାନସ ଗିରଫ କରିଛି। ତାଙ୍କ ନାଁ ହେଲା ରାମଚନ୍ଦ୍ର ମହାନ୍ତି। ରାମଚନ୍ଦ୍ର ବହୁଦିନ ହେଲା ଫେରାର ଥିଲେ। ଆଜି ତାଙ୍କୁ ଖଣ୍ଡଗିରିରୁ ଭିଜିଲାନ୍ସ ଗିରଫ କରିଛି।

Advertisment

ନନ୍ଦନକାନନରେ ପକ୍ଷୀ ଅଭୟାରଣ୍ୟ ପାଇଁ ଜମି ଅଧିଗ୍ରହଣ ବେଳେ କ୍ଷତିପୂରଣ ବାବଦକୁ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ପକ୍ଷୀ ଅଭୟାରଣ୍ୟ ପାଇଁ ପ୍ରାୟ ଏଠାରେ ୫୦ ଏକର ଜମି ଅଧିଗ୍ରହଣ ହୋଇଥିଲା। ସେ ଖୋର୍ଦ୍ଧା ଜିଲ୍ଲାରେ ଜମି ଅଧିଗ୍ରହଣ ଅଫିସର ଭାବେ କାମ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe