/odisha-reporter/media/post_attachments/uploads/2015/10/vlcsnap-2015-10-01-14h24m57s979.png)
puri-murder
ପୁରୀ: ପୁରୀ ବେଳାଭୂମୀ ସ୍ଥିତ ଜମିନଦାର ପ୍ୟାଲେସ୍ ଟ୍ରିପଲ୍ ମର୍ଡର ଘଟଣାର ତଦନ୍ତ ପାଇଁ ପୁରୀରେ ପହଞ୍ଚିଛି ସିବିଆଇର ୩ଜଣିଆ ଟିମ୍। ୨୦୧୩ ଡିସେମ୍ୱର ୧୪ ତାରିଖରେ ଏହି ହୋଟେଲରେ ଅମିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଅଙ୍କିତା ଓ ପୁଅ, ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ସେହି ଦିନଠାରୁ ଅମିତ ଫେରାର ଅଛନ୍ତି। ତେବେ ଘଟଣାର ତଦନ୍ତ ଭାର ହାତକୁ ନେବା ପରେ ସିବିଆଇ ଟିମ୍ ପ୍ରଥମ ଥର ପାଇଁ ଘଟଣାସ୍ଥଳ ଜମିନଦାର ପ୍ୟାଲେସରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏଥିସହିତ ଏହି ଟିମ୍ ପୁରୀ ଏସ୍.ପିଙ୍କୁ ଭେଟି ଆଲୋଚନା କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
