ଝାରସୁଗୁଡା: ବେଦାନ୍ତ କାରଖାନାରେ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

ଝାରସୁଗୁଡା:  ଝାରସୁଗୁଡା ବେଦାନ୍ତ କାରଖାନାରେ ଚାକିରି କରୁଥିବା ସୋମେନ ଭଟ୍ଟ ନାମକ ଜଣେ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ବେଦାନ୍ତ ଟାଉନସିପ କ୍ୱାଟରର୍ସରୁ ସୋମବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଗତ ୮ ବର୍ଷ ଧରି ସୋମେନ୍ ଆସୋସିଏଟ୍ ମ୍ୟାନେଜର ଭାବେ କାମ କରୁଥିଲେ। ଚାକିରିରୁ ଇସ୍ତଫା ଦେବା ପାଇଁ ଉପରିସ୍ଥ ଅଧିକାରୀ ସୋମେନଙ୍କ ଉପରେ ଚାପ ପକାଉଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ତେବେ ଏହାକୁ […]

jaraSUDA

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 10:19 AM IST

ଝାରସୁଗୁଡା:  ଝାରସୁଗୁଡା ବେଦାନ୍ତ କାରଖାନାରେ ଚାକିରି କରୁଥିବା ସୋମେନ ଭଟ୍ଟ ନାମକ ଜଣେ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ବେଦାନ୍ତ ଟାଉନସିପ କ୍ୱାଟରର୍ସରୁ ସୋମବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଗତ ୮ ବର୍ଷ ଧରି ସୋମେନ୍ ଆସୋସିଏଟ୍ ମ୍ୟାନେଜର ଭାବେ କାମ କରୁଥିଲେ। ଚାକିରିରୁ ଇସ୍ତଫା ଦେବା ପାଇଁ ଉପରିସ୍ଥ ଅଧିକାରୀ ସୋମେନଙ୍କ ଉପରେ ଚାପ ପକାଉଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ବେଦାନ୍ତ ଲୋକସମ୍ପର୍କ ଅଧିକାରୀ। ଏ ସଂକ୍ରାନ୍ତରେ ବଡମାଲ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

 

 

Related story