Advertisment

ଝାରସୁଗୁଡ଼ା:ପୋଲିସ୍ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ରିଜର୍ଭ ପୋଲିସ୍ କନଷ୍ଟେବଳ ଜଗଦାନନ୍ଦ ପଟେଲଙ୍କ ଘର ଆଜି ଭିଜିଲାନ୍ସ ଚଢାଉ କରିଛି। ଏହା ସମେତ ଶ୍ୱଶୁରଘର ବାଲଜୁରୀ, ଝଲ୍ଲାପାଲି ସମେତ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢ଼ାଉ ବେଳେ ୩ଟି ୪ ଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସୌଖିନ ସାମଗ୍ରୀ ଜବତ  କରାଯାଇଛି।

ଅଦ୍ୟତନ ହୋଇଛି
ଝାରସୁଗୁଡ଼ା:ପୋଲିସ୍ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢାଉ  

jarasuguda -5

Advertisment

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ରିଜର୍ଭ ପୋଲିସ୍ କନଷ୍ଟେବଳ ଜଗଦାନନ୍ଦ ପଟେଲଙ୍କ ଘର ଆଜି ଭିଜିଲାନ୍ସ ଚଢାଉ କରିଛି। ଏହା ସମେତ ଶ୍ୱଶୁରଘର ବାଲଜୁରୀ, ଝଲ୍ଲାପାଲି ସମେତ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢ଼ାଉ ବେଳେ ୩ଟି ୪ ଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସୌଖିନ ସାମଗ୍ରୀ ଜବତ  କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe