Advertisment

ଛୁଟିରେ ଆସିଥିବା ଯବାନଙ୍କୁ ପିଟିପିଟି ମାରିଦେଲେ

କ୍ରିକେଟ୍ ଖେଳକୁ ନେଇ ତୁମୁଳକାଣ୍ଡ। ଛୁଟିରେ ଘରକୁ ଆସିଥିବା ଯବାନଙ୍କୁ ପିଟିପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଭାରତୀୟ ସେନାରେ ଚାକିରି କରିଥିଲେ।

author-image
Manoj Swain

କ୍ରିକେଟ୍ ଖେଳକୁ ନେଇ ତୁମୁଳକାଣ୍ଡ। ଛୁଟିରେ ଘରକୁ ଆସିଥିବା ଯବାନଙ୍କୁ ପିଟିପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଭାରତୀୟ ସେନାରେ ଚାକିରି କରିଥିଲେ। ଦୁର୍ଗାପୁରରେ ନିଯୁକ୍ତି ପାଇଥିଲେ। ସପ୍ତାହେ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ରବିବାର ସେ ଗୋପଳପୁରକୁ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ। ସେଠାରେ ସଂଘବଦ୍ଧ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ଘଟିଥିଲା।

Advertisment
Ganjam Jawan Odisha