Advertisment

୮୫ ଲକ୍ଷ ଚୂନା ମାରି ବଣିଆ ଛୁ

ବ୍ୟାଙ୍କ ଓ ଗ୍ରାହକଙ୍କୁ ଚୂନା ମାରି ୮୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରି ଫେରାର ବ୍ୟାଙ୍କ ବଣିଆ। ଫସିଲେ ଗ୍ରାହକ ଚିନ୍ତାରେ ବ୍ୟାଙ୍କ। ପ୍ରାୟ ୨୧ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ନାମରେ କାରସାଦୀ କରି ନକଲି ସୁନା ବନ୍ଧକ ରଖି ପ୍ରାୟ ୮୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟାଙ୍କ ବଣିଆ ଠକେଇ କରିଥିବା ଶରଣକୁଳ ଥାନାରେ ଅଭିଯୋଗ ହୋଇଛି।

Jeweller Gold Thief Bankfraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe