ଖୋର୍ଦ୍ଧା: କୁହୁଡ଼ି ଷ୍ଟେସନରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା: କୁହୁଡ଼ି ଷ୍ଟେସନରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ବାଣପୁର ସାନନଇରିଆର ଶାଶ୍ୱତୀ ପ୍ରିୟଦର୍ଶିନୀ। ସେ ରେଭେନ୍ସାର ଯୁକ୍ତ ଦୁଇର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିଲେ। ଗତକାଲି ସେ ବାଲୁଗାଁ ଷ୍ଟେସନରୁ କଟକ ଯିବା ପାଇଁ ଘରୁ ବାହାରି ଆସିଥିଲେ। ଏହାପରଠାରୁ ସେ ନିଖୋଜ ଥିଲେ। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିଲା। ଆଜି ତାଙ୍କର ମୃତଦେହ ଠାବ ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ […]

death

death

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 05:30 PM IST

Sports

Latest News

ଖୋର୍ଦ୍ଧା: କୁହୁଡ଼ି ଷ୍ଟେସନରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ବାଣପୁର ସାନନଇରିଆର ଶାଶ୍ୱତୀ ପ୍ରିୟଦର୍ଶିନୀ। ସେ ରେଭେନ୍ସାର ଯୁକ୍ତ ଦୁଇର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିଲେ। ଗତକାଲି ସେ ବାଲୁଗାଁ ଷ୍ଟେସନରୁ କଟକ ଯିବା ପାଇଁ ଘରୁ ବାହାରି ଆସିଥିଲେ। ଏହାପରଠାରୁ ସେ ନିଖୋଜ ଥିଲେ। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିଲା। ଆଜି ତାଙ୍କର ମୃତଦେହ ଠାବ ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ  ବାଣପୁର ଏବଂ ଟାଙ୍ଗୀ ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story