ଅଦ୍ୟତନ ହୋଇଛି
death
Advertisment
ଖୋର୍ଦ୍ଧା: କୁହୁଡ଼ି ଷ୍ଟେସନରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ବାଣପୁର ସାନନଇରିଆର ଶାଶ୍ୱତୀ ପ୍ରିୟଦର୍ଶିନୀ। ସେ ରେଭେନ୍ସାର ଯୁକ୍ତ ଦୁଇର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିଲେ। ଗତକାଲି ସେ ବାଲୁଗାଁ ଷ୍ଟେସନରୁ କଟକ ଯିବା ପାଇଁ ଘରୁ ବାହାରି ଆସିଥିଲେ। ଏହାପରଠାରୁ ସେ ନିଖୋଜ ଥିଲେ। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିଲା। ଆଜି ତାଙ୍କର ମୃତଦେହ ଠାବ ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବାଣପୁର ଏବଂ ଟାଙ୍ଗୀ ପୋଲିସ୍ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/death2.jpg)