Advertisment

କେନ୍ଦୁଝର: ସାରସିଙ୍ଗା ଗାଁରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଇବାରିଆ ଥାନା ଅନ୍ତର୍ଗତ ସାରସିଙ୍ଗା ଗାଁରେ ଅବକାରୀ ବିଭାଗ ଚଢାଉ କରି ୧୫ କେଜି ଗଞ୍ଜେଇ ଜବତ କରିଛି। ଏଥରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତ୍ରିଲୋଚନ ଗିରି ଓ ତାଙ୍କ ଭାଇ  ସୋମନାଥ।  ଗିରଫ ୨ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

author-image
Rakesh Mallick
କେନ୍ଦୁଝର: ସାରସିଙ୍ଗା ଗାଁରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

vlcsnap-2015-09-09-17h52m46s820