Advertisment

କନ୍ଧମାଳ: ୪ ବର୍ଷର ଝିଅକୁ ସଂପର୍କୀୟ ନାବାଳକ ଭାଇର ଧର୍ଷଣ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ଗାଁର ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । ଗାଁର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ତାର ଜଣେ ସମ୍ପର୍କୀୟ ନାବାଳକ ଭାଇ ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଏକ ନିଛାଟିଆ ଘରକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁଟି ଗୁରୁତର ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ନିଜ ମା’କୁ କହିଥିଲା। ଏହା ପରେ ଝିଅଟିର ବାପା ଏ ସମ୍ପର୍କରେ ସଦର ଥାନାରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
କନ୍ଧମାଳ: ୪ ବର୍ଷର ଝିଅକୁ ସଂପର୍କୀୟ ନାବାଳକ ଭାଇର ଧର୍ଷଣ ଅଭିଯୋଗ

rape-at-kandamala

rape-at-kandamalaଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ଗାଁର ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । ଗାଁର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ତାର ଜଣେ ସମ୍ପର୍କୀୟ ନାବାଳକ ଭାଇ ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଏକ ନିଛାଟିଆ ଘରକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁଟି ଗୁରୁତର ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ନିଜ ମା’କୁ କହିଥିଲା। ଏହା ପରେ ଝିଅଟିର ବାପା ଏ ସମ୍ପର୍କରେ ସଦର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ସଦର ଥାନା ପୋଲିସ ସମ୍ପୃକ୍ତ ନାବାଳକକୁ ଅଟକ ରଖିଛନ୍ତି। ଶିଶୁ କନ୍ୟାଟିର ଡାକ୍ତରୀ ମାଇନା କରାଯାଇଛି।

Advertisment