/odisha-reporter/media/post_attachments/uploads/2015/09/vlcsnap-2015-09-11-14h38m47s050.png)
vlcsnap-2015-09-11-14h38m47s050
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଇନୟାକୋଟ ଥାନା ଅନ୍ତର୍ଗତ ଦୁଧପଶି ଗାଁରେ ଅବକାରୀ ବିଭାଗର ଫ୍ଲାଇଁ ସ୍ୱାର୍ଡ ଚଢାଉ କରି ୪ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ଚୈତନ୍ୟ ବାରିକ । ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
