Advertisment

କେନ୍ଦୁଝର : ଦୁଧପଶି ଗାଁରୁ ୪କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଇନୟାକୋଟ  ଥାନା ଅନ୍ତର୍ଗତ ଦୁଧପଶି ଗାଁରେ ଅବକାରୀ ବିଭାଗର ଫ୍ଲାଇଁ  ସ୍ୱାର୍ଡ ଚଢାଉ କରି ୪ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ଚୈତନ୍ୟ ବାରିକ ।  ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି।

ଅଦ୍ୟତନ ହୋଇଛି
କେନ୍ଦୁଝର : ଦୁଧପଶି ଗାଁରୁ ୪କେଜି ଗଞ୍ଜେଇ ଜବତ, ଜଣେ ଗିରଫ

vlcsnap-2015-09-11-14h38m47s050

Advertisment

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଇନୟାକୋଟ  ଥାନା ଅନ୍ତର୍ଗତ ଦୁଧପଶି ଗାଁରେ ଅବକାରୀ ବିଭାଗର ଫ୍ଲାଇଁ  ସ୍ୱାର୍ଡ ଚଢାଉ କରି ୪ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ଚୈତନ୍ୟ ବାରିକ ।  ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe