ମୁହଁରେ କଳା ବୋଳିଲେ, ବେକରେ ଜୋତା ମାଳ ପକାଇ ଗାଁ ବୁଲାଇଲେ

ଆଜି ସକାଳେ ଗାଁରେ ବୈଠକ ବସିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ଦୁଇ ଅଭ୍ୟାସଗତ ଚୋରଙ୍କୁ ପୁଲିସ୍‌ ଜିମାରେ ଦିଆଯିବ ନାହିଁ। ସେମାନଙ୍କ ଗାଲରେ ଚୁନ, କଳା ବୋଳାଯିବ ଓ ବେକରେ ଜୋତାମାଳ ପକାଇ ଗାଁ ଦାଣ୍ଡରେ ବୁଲାଯିବ।

Video PhotoOR

ଭାଇରାଲ୍‌ ହେଉଥିବା ଭିଡିଓରୁ

Manoranjan Sial
  • Published: Monday, 09 December 2024
  • Updated: 09 December 2024, 05:08 PM IST

ମୁହଁରେ ଚୁନ ଓ କଳା ବୋଳିଲେ। ବେକରେ ଜୋତା ମାଳ ପକାଇ ଗାଁ ଦାଣ୍ଡରେ ବୁଲାଇଲେ। ଆଉ ଭିଡିଓ ଶୁଟ୍‌ କଲେ। ଧାନ ଚୋରି କରିଥିବା ଅଭିଯୋଗରେ ୨ ତଥାକଥିତ ଚୋରଙ୍କୁ କଙ୍ଗାରୁ କୋର୍ଟରେ ଏପରି ଦଣ୍ଡ ଦେଇଛନ୍ତି ଗାଁ ଲୋକେ। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରୁ ଆସିଛି। ଭିଡ଼ିଓ ଭାଇରାଲ୍‌ ପରେ ଗାଁରେ ପହଞ୍ଚିଛି ପୁଲିସ୍‌।
ରବିବାର ବିଳମ୍ୱିତ ରାତିରେ ତେଲକୋଇ ଥାନା ଡ଼ିମିରିମୁଣ୍ଡା ଗାଁର ସୁରେଶ ପ୍ରଧାନଙ୍କ ଘରୁ ଚୋରି ହୋଇଥିଲା। ସୁରେଶଙ୍କ ଘରର ଝରକା ତାଡି ସେହି ଗାଁର ବାବୁଲି ପ୍ରଧାନ ଓ ଆଖି ପଧାନ ଧାନ ବସ୍ତା ଚୋରି କରୁଥିଲେ! ଏ ସମ୍ପର୍କରେ ପଡୋଶୀ ଶତ୍ରୁଘ୍ନ ମହାକୁଡ଼ ଜାଣିପାରିଥିଲେ। ସେ ସେମାନଙ୍କ ଭିତରୁ ଆଖି ପଧାନଙ୍କୁ ଧରି ପକାଇଥିଲେ। ଏଥିସହ ସେ ଚିତ୍କାର କରିଥିଲେ। ଶତ୍ରୁଘ୍ନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠି ପଡ଼ିଥିଲା। ଆଖି ପଧାନଙ୍କ ବୟାନ୍‌ ଆଧାରରେ ବାବୁଲି ପଧାନଙ୍କୁ ଉଠାଇ ଆଣି ଗାଁ ମଣ୍ଡପରେ ବାନ୍ଧି ଦେଇଥିଲେ।

Also Read

ଆଜି ସକାଳେ ଗାଁରେ ବୈଠକ ବସିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ଦୁଇ ଅଭ୍ୟାସଗତ ଚୋରଙ୍କୁ ପୁଲିସ୍‌ ଜିମାରେ ଦିଆଯିବ ନାହିଁ। ସେମାନଙ୍କ ଗାଲରେ ଚୁନ, କଳା ବୋଳାଯିବ ଓ ବେକରେ ଜୋତାମାଳ ପକାଇ ଗାଁ ଦାଣ୍ଡରେ ବୁଲାଯିବ। ସେହି ନିଷ୍ପତ୍ତି ଅନୁସାରେ ସେହି ଦୁଇ ଧାନ ଚୋରଙ୍କ ମୁହଁରେ କଳା ବୋଳି ଓ ବେକରେ ଜୋତାମାଳ ପକାଇ ଗାଁ ଦାଣ୍ଡରେ ବୁଲା ଯାଇଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରଲ ହେଉଛି। ଭିଡିଓଟି ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି।

କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ହେବା ପରେ ଗାଁରେ ପହଞ୍ଚିଥିଲା ତେଲକୋଇ ଥାନା ପୁଲିସ୍‌। ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପରେ କଙ୍ଗାରୁ କୋର୍ଟରେ ସାମିଲ୍‌ ହୋଇଥିବା ଲୋକ ଓ ଦୁଇ ତଥାକଥିତ ଚୋରଙ୍କୁ ପୁଲିସ୍‌ ନୋଟିସ୍‌ କରିଥିଲା। ଥାନାରେ ହାଜର ହେବା ପାଇଁ ନୋଟିସ୍‌ରେ କହିଥିଲା ପୁଲିସ୍‌। ଅପରାହ୍ନରେ ବାବୁଲି ନାୟକ ଥାନାରେ ହାଜର ହୋଇଥିଲେ। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ଅନ୍ୟମାନେ ଥାନାକୁ ଅସିନଥିବା ଜଣାପଡ଼ିଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story