ପୁଣି ଚର୍ଚ୍ଚାରେ ମମିତା ମେହେର ହତ୍ୟାକାଣ୍ଡ: ମମିତାଙ୍କ ଘରେ ପହଞ୍ଚିଲେ କଣ୍ଟାବାଞ୍ଜି ବିଧାୟକ

ପୁଣିଥରେ ଖୋଳତାଡ଼ କରିବ କି ବିଜେପି ସରକାର ? ହତ୍ୟାକାଣ୍ଡ ପଛର ମୁଖ୍ୟ କାର୍ପଟାଦାର କିଏ ଥିଲା ?

Manoj Swain
  • Published: Monday, 17 June 2024
  • Updated: 17 June 2024, 04:23 PM IST

ପୁଣି ଚର୍ଚ୍ଚାରେ ମମିତା ମେହେର ହତ୍ୟାକାଣ୍ଡ । ମମିତାଙ୍କ ଘରେ ପହଞ୍ଚିଲେ ବିଜେପି ବିଧାୟକ । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା। ପୁଣିଥରେ ଖୋଳତାଡ଼ କରିବ କି ବିଜେପି ସରକାର ? ହତ୍ୟାକାଣ୍ଡ ପଛର ମୁଖ୍ୟ କାର୍ପଟାଦାର କିଏ ଥିଲା ? ଦେଖନ୍ତୁ ପୂରା ରିପୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos