କାମ ଦେଲାନି ଅଭିନୟ, କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଗିରଫ ହେଲେ ଭିଜିଲାନ୍ସ ରେଡ୍ ବେଳେ ଅସୁସ୍ଥ ହେବାର ବାହାନା କରିଥିବା କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ।

Manoj Swain
  • Published: Tuesday, 03 September 2024
  • Updated: 03 September 2024, 12:37 PM IST

Sports

Latest News

ଶେଷରେ ଗିରଫ ହେଲେ ଭିଜିଲାନ୍ସ ରେଡ୍ ବେଳେ ଅସୁସ୍ଥ ହେବାର ବାହାନା କରିଥିବା କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଶନିବାର ଯନ୍ତ୍ରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାତିଯାକ କନିଷ୍ଠ ଯନ୍ତ୍ରୀଙ୍କ ଫରେଷ୍ଟ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରୁ ନଗଦ ୧୫ ଲକ୍ଷ ୫୦ ହଜାର ଟଙ୍କା, ୨୫ ଭରି ସୁନା, ଟିକିରିରେ ୩ ମହଲା ଗୋଟିଏ ପ୍ଲାଟ ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ସାହିଭଳି ରାୟଗଡାରେ ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ, ୨ ଚକିଆ ଦୁଇଟି ଓ ୪ ଚକିଆ ଦୁଇଟି ଗାଡି ଭିଜିଲାନ୍ସ ବିଭାଗକୁ ମିଳିଛି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos