ପ୍ରେମ ନିକିତିରେ ଭାରିପଡ଼ିଲା BMW କାର | Odisha Reporter
ପ୍ରେମିକଙ୍କ ଘର ଲୋକଙ୍କୁ ଘାରିଥିଲା BMW ଗାଡ଼ି ନିଶା। ଆଉ ପ୍ରେମିକା ଚାହୁଁଥିଲେ ଗୋଟିଏ ସୁନାର ସଂସାର। ପ୍ରେମିକଙ୍କୁ ବାହାହେବା ପୂର୍ବରୁ ସମାଧି ନେଇଗଲେ ପ୍ରେମିକା । ପୁଅ ଘର ଲୋକଙ୍କୁ ଅନ୍ଧ କରିଦେଇଥିଲା ଯୌତୁକ ଲୋଭ। ଶେଷରେ ଜୀବନ ହାରିଦେଲେ ଡାକ୍ତରୀ ଛାତ୍ରୀ ଶାହାନା। କେରଳରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା। ଯାହା ପୂରା ଶିକ୍ଷିତ ସମାଜକୁ ସ୍ତବ୍ଧ କରିଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
