Advertisment

ଯୌତୁକ ପାଇଁ ଆତ୍ମହତ୍ୟାର ବାଟ ବାଛିଲେ ଡାକ୍ତର

ପ୍ରେମିକଙ୍କ ଘର ଲୋକଙ୍କୁ ଘାରିଥିଲା BMW ଗାଡ଼ି ନିଶା। ଆଉ ପ୍ରେମିକା ଚାହୁଁଥିଲେ ଗୋଟିଏ ସୁନାର ସଂସାର। ପ୍ରେମିକଙ୍କୁ ବାହାହେବା ପୂର୍ବରୁ ସମାଧି ନେଇଗଲେ ପ୍ରେମିକା।

Advertisment

ପ୍ରେମିକଙ୍କ ଘର ଲୋକଙ୍କୁ ଘାରିଥିଲା BMW ଗାଡ଼ି ନିଶା। ଆଉ ପ୍ରେମିକା ଚାହୁଁଥିଲେ ଗୋଟିଏ ସୁନାର ସଂସାର। ପ୍ରେମିକଙ୍କୁ ବାହାହେବା ପୂର୍ବରୁ ସମାଧି ନେଇଗଲେ ପ୍ରେମିକା । ପୁଅ ଘର ଲୋକଙ୍କୁ ଅନ୍ଧ କରିଦେଇଥିଲା ଯୌତୁକ ଲୋଭ। ଶେଷରେ ଜୀବନ ହାରିଦେଲେ ଡାକ୍ତରୀ ଛାତ୍ରୀ ଶାହାନା। କେରଳରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା। ଯାହା ପୂରା ଶିକ୍ଷିତ ସମାଜକୁ ସ୍ତବ୍ଧ କରିଦେଇଛି।

Advertisment
Doctor Suicide Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe