kirasini
Advertisment
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଛକ ଠାରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ପିଡିଏସ୍ କିରୋସିନ ଜବତ କରାଯାଇଛି। ଶୁକ୍ରବାର ସଂନ୍ଧ୍ୟାରେ ଜିଲ୍ଲା ଯୋଗାଣ ଅଧିକାରୀ ବିନୟ କୁମାର ଦାସଙ୍କ ନେତୃତ୍ୱରେ ଜଟଣୀ ତହସିଲଦାର, କମିଶନରେଟ ପୋଲିସର ଅଧିକାରୀ ମିଳିତ ଭାବେ ପିତାପଲ୍ଲୀ ଛକ ନିକଟରେ ଚଢାଉ କରିଥିଲେ। ଏହି ସମୟରେ ସେଠାରେ ଥିବା ଏକ ଢାବା ପଛପଟ ବୁଦୁବୁଦୁକିଆ ଜଙ୍ଗଲ ଭିତରୁ ୩୫ଟି ବ୍ୟାରେଲ ଓ ୧୮ଟି ପ୍ଲାଷ୍ଟିକ ବ୍ୟାରେଲରେ ଥିବା ପ୍ରାୟ ୭ ହଜାର ଲିଟର ଚୋରା ପିଡିଏସ୍ କିରୋସିନ ଜବତ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/kirasini.jpg)