ଯୁବତୀଙ୍କୁ କିଡନାପ କରୁଥିଲା ଧରାପଡିଗଲା | Odisha Reporter
Advertisment
ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡରେ ଧରାପଡ଼ିଲା ଅପହରଣକାରୀ। କଟକ ଆଠଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। କାରରେ ଯୁବତୀଙ୍କୁ ଅପହରଣ ଉଦ୍ୟମ ବେଳେ ପୋଲିସ ଅଭିଯୁକ୍ତକୁ କାବୁ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି। ଆଠଗଡ଼ ରାଜନଗର ନିକଟ ଜଙ୍ଗଲ ପାଖରୁ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us