ପୋଲିସ ଜାଣିଲା ବୋଲି ପୁଅକୁ ଜାଳିଦେଲେ ! | Odisha Reporter
Advertisment
ନା ସହଜରେ ବିଶ୍ବାସ କରିହେଉଛି, ନା ସହଜରେ ଗ୍ରହଣ କରିହେଉଛି, ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ବାରା ଅତି ବର୍ବର ଭାବେ ହତ୍ୟାର ଶୀକାର ହେବ, ଯେଉଁ ପୁଅକୁ ନେଇ ଅନେକ ସ୍ବପ୍ନ ଦେଖୁଥିଲେ, ସେହି ପୁଅ ସହ ଘଟିଯାଇଥିବା ଅଘଟଣ ପରେ ଦମ୍ଭ ରହୁନି ବାପା ମାଙ୍କର। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଇଲାକା। ଏ ହେଲେ ଝାରସୁଗୁଡ଼ା ସରବାହାଲର ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷିୟ ପୁଅ ସମର୍ଥ। ବୀଭତ୍ସ ଭାବେ ହତ୍ୟା ସହ ଜାଳି ଦିଆଯାଇଛି ସାରା ଶରୀରକୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us