Advertisment

ପ୍ରେମ ପାଇଁ ମହିଳାଙ୍କୁ ହତ୍ୟା!

ମୃତ ମହିଳା ଓ ଅଭିଯୁକ୍ତ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୁଲିସର ତଦନ୍ତ।

author-image
Manoj Swain

ପ୍ରେମ ପାଇଁ ମାଲିକଙ୍କ ସ୍ତ୍ରୀକୁ ହତ୍ୟା। କ୍ୟାପିଟାଲ ଥାନା ଝରଣା ନଗରରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ମହିଳା ଓ ଅଭିଯୁକ୍ତ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୁଲିସର ତଦନ୍ତ। ଗ୍ରାଉଣ୍ଡ ଜିରୋରୁ ଜାଣନ୍ତୁ ସବିଶେଷ ତଥ୍ୟ।

Advertisment
Odisha Bhubaneswar Murder