ସୋନାଗାଛିରୁ ଜଣାପଡ଼ିଲା ସଂଜୟଙ୍କ ବଡ଼ ସତ || Kolkata Doctor Case || Odisha Reporter
Advertisment
ଦେଶକୁ ଦୋହଲାଇ ଦେଇଥିବା କୋଲକତା ହରର ଘଟଣାର ତଦନ୍ତ ଯେତିକି ବଢ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର କଳା ପେଡ଼ି ସମ୍ପର୍କରେ ଆଉ ଏକ ରୋଚକ ତଥ୍ୟର ପର୍ଦ୍ଦାଫାସ ହୋଇଛି। ତେବେ ସଞ୍ଜୟ ରୟ ତା’ର ଜଣେ ସିଭିକ ସ୍ୱେଚ୍ଛାସେବୀ ବନ୍ଧୁ ସହ ଅଗଷ୍ଟ ୮ ତାରିଖ ମଧ୍ୟରାତ୍ରରେ ରେଟ ଲାଇଟ ଅଞ୍ଚଳ ଭାବେ ପରିଚିତ ସୋନାଗାଚ୍ଛି ଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us