ଦିଦିଙ୍କ ବଡ଼ ଷଡ଼ଯନ୍ତ୍ର, ଫିଟି ପାରିଲେନି ଫଶିଗଲେ ! | Odisha Reporter
କୋଲକାତାରେ ଯେଉଁଭଳି ଜଘନ୍ୟ କାଣ୍ଡ ଘଟିଲା ତାକୁ ନେଇ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ଡାକ୍ତରମାନେ ଭାବୁଛନ୍ତି ମମତା ବାନାର୍ଜୀ ସରକାର ପୂରା ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଭଳି ଭାବେ ରାତିରେ ଲୋକମାନେ ସଂଘବଦ୍ଧ ଭାବେ ହସ୍ପିଟାଲରେ ଆକ୍ରମଣ କଲେ, ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆଜିର ଭିଡିଓରେ ଜାଣନ୍ତୁ ଆରଜି କର ମେଡିକାଲର ସମ୍ପୂର୍ଣ୍ଣ ସତ ଆଉ ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
