ଅଡୁଆରେ ମମତାଙ୍କ ସରକାର !

  • Published: Sunday, 18 August 2024
  • , Updated: 18 August 2024, 01:08 PM IST

କୋଲକାତାରେ ଯେଉଁଭଳି ଜଘନ୍ୟ କାଣ୍ଡ ଘଟିଲା ତାକୁ ନେଇ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ଡାକ୍ତରମାନେ ଭାବୁଛନ୍ତି ମମତା ବାନାର୍ଜୀ ସରକାର ପୂରା ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଭଳି ଭାବେ ରାତିରେ ଲୋକମାନେ ସଂଘବଦ୍ଧ ଭାବେ ହସ୍ପିଟାଲରେ ଆକ୍ରମଣ କଲେ, ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆଜିର ଭିଡିଓରେ ଜାଣନ୍ତୁ ଆରଜି କର ମେଡିକାଲର ସମ୍ପୂର୍ଣ୍ଣ ସତ ଆଉ ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ।

Related story