ଦିଦିଙ୍କ ପୁଲିସର ଗେହ୍ଲାପୁଅ ସଞ୍ଜୟ | Odisha Reporter
ଆଖି ଓ ପାଟିରୁ ରକ୍ତ ବାହାରୁଥିଲା । ମୁହଁ ଓ ଓଠରେ ଆମ୍ପୁଡା ଦାଗ ରହିଛି । ପେଟ, ବେକ, ବାମ ଗୋଡ ଓ ଡାହଣ ହାତରେ ଗଭୀର ଆଘାତ ଲାଗିଛି । ପ୍ରାଇଭେଟ ପାର୍ଟରେ ବ୍ଲିଡିଂ ହୋଇଛି । ଲେଡି ଡାକ୍ତରଙ୍କୁ ଏମିତି ଖିନିଭିନି କରି ମାରିଥିଲେ ନର ରାକ୍ଷସ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
