ଦିଦିଙ୍କ ପୁଲିସର ଗେହ୍ଲାପୁଅ ସଞ୍ଜୟ

  • Published: Saturday, 17 August 2024
  • , Updated: 17 August 2024, 10:56 PM IST

ଆଖି ଓ ପାଟିରୁ ରକ୍ତ ବାହାରୁଥିଲା । ମୁହଁ ଓ ଓଠରେ ଆମ୍ପୁଡା ଦାଗ ରହିଛି । ପେଟ, ବେକ, ବାମ ଗୋଡ ଓ ଡାହଣ ହାତରେ ଗଭୀର ଆଘାତ ଲାଗିଛି । ପ୍ରାଇଭେଟ ପାର୍ଟରେ ବ୍ଲିଡିଂ ହୋଇଛି । ଲେଡି ଡାକ୍ତରଙ୍କୁ ଏମିତି ଖିନିଭିନି କରି ମାରିଥିଲେ ନର ରାକ୍ଷସ । ଦେଖନ୍ତୁ ପୂରା ରିପୋର୍ଟ। 

Related story