Advertisment

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ମମତାଙ୍କ ଅଡ଼ୁଆ ବଢ଼ିଲା

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜାରି ରହିଛି ଆନ୍ଦୋଳନ।

author-image
Manoj Swain
ଅଦ୍ୟତନ ହୋଇଛି

ପୂରା ଦେଶରେ ଜଳୁଛି ନିଆଁ, ମମତା ଦିଦି ପୂରା ଛାନିଆ । ଜଣେ ନିରୀହ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ କରିଦେଲେ ହତ୍ୟା। ଚୌକି ବଞ୍ଚାଇବାକୁ ଭିତିରିଆ ଆରମ୍ଭ କରିଦେଇଛନ୍ତି ଡୁଆଲ ଗେମ୍ । ମମତା ନିଜେ ଚିଫ୍ ମିନିଷ୍ଟର, ହେଲଥ ମିନିଷ୍ଟର ଓ ହୋମ୍ ମିନିଷ୍ଟର । ନିଜେ ହିଁ ପଶ୍ଚିମବଙ୍ଗର ସର୍ବେସର୍ବା କିନ୍ତୁ ଅଭିନୟ କାହିଁକି କରୁଛନ୍ତି ? ତେବେ କାହିଁକି ଡାକ୍ତରଙ୍କ ସହ ମିଶି ହାତରେ ପ୍ଲାକାର୍ଡ ଧରିଲେ ଦିଦି ? ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Kolkata Doctor Rape And Murder Case